Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଶଗଡ଼ଘାଟ ମଣ୍ଡଳର କାପସିଭଟା ଠାରେ ବିଜେପିର ସାଂଗଠାନିକ ବୈଠକ - ଯୋଗଦେଲେ ଜିଲ୍ଲା ସଭାପତି

Titlagarh, Balangir | Aug 24, 2025
ଆଜି ଟିଟିଲାଗଡ଼ ବିଧାନସଭା ଅନ୍ତର୍ଗତ ଶଗଡ଼ ଘାଟ ମଣ୍ଡଳର କାପସି ଭଟା ଗ୍ରାମ ଠାରେ ଏକ ସାଙ୍ଗଠାନିକ ବୈଠକରେ ଯୋଗଦେଇ ତୃଣମୂଳ ସ୍ତରରେ ବିଜେପି ପାର୍ଟୀ କୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରାଗଲା। ଏହି ଅବସରରେ ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା ,ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ବିଜେପି ନେତା ମହେନ୍ଦ୍ର ଠାକୁର, ମୁକେଶ ଜୈନ,ଶ୍ରୀଯୁକ୍ତ ବୀରବର ସାହୁ, ବିଜେପି ନଗର ସଭାପତି ଶ୍ରୀ ସୁନିଲ ଆଚାର୍ଯ୍ୟ , ନଗର ଉପସଭାପତି ଲିଙ୍ଗରାଜ ନାୟକଙ୍କ ସମେତ ଅନ୍ୟାନ୍ୟ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us