Download Now Banner

This browser does not support the video element.

କଣ୍ଟାବାଞ୍ଜି: ଭଣ୍ଡାରଭାଞ୍ଜି ଗାଁରେ ବିଷ ପିଇ ବୃଦ୍ଧ ଙ୍କ ଆତ୍ମହତ୍ୟା

Kantabanji, Balangir | Jul 21, 2025
ମୁରିବାହାଲ ଥାନା ଭଣ୍ଡାରଭାଞ୍ଜି ଗାଁରେ ଜଣେ ବିଷ ପିଇ ଆତ୍ମହତ୍ୟା। ମୃତକ ହେଉଛନ୍ତି ଗୋବର୍ଦ୍ଧନ ମାଝୀ ବୋଲି ଜଣାପଡିଛି ।ପରିବାର ଲୋକେ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ।ମୃତ୍ୟୁ ଘୋଷଣା କରିଛନ୍ତି କାର୍ଯ୍ୟରତ ଡାକ୍ତର ।ଏ ନେଇ ମୁରିବାହାଲ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ କରୁଛି ତଦନ୍ତ । କେଉଁ କାରଣ ରୁ ବିଷ ପିଇ ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି ।
Read More News
T & CPrivacy PolicyContact Us