Download Now Banner

This browser does not support the video element.

ଢେଙ୍କାନାଳ ସଦର: ଢେଙ୍କାନାଳରୁ ପ୍ରକାଶ ପାଉଥିବ।ମାସିକ ସମ୍ବାଦ ପତ୍ର ସମର୍ଥ ଡିଜିଟାଲ ୨ ୟବାର୍ଷିକ ଉତ୍ସବ ଓ ସମର୍ଥ ମାସିକ ପତ୍ରିକା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

Dhenkanal Sadar, Dhenkanal | Aug 22, 2025
ଢେଙ୍କାନାଳରୁ ପ୍ରକାଶ ପାଉଥିବା ମାସିକ ଖବର କାଗଜ ସମର୍ଥ ସମର୍ଥ ଡିଜିଟାଲର ୨ୟ ପ୍ରତିଷ୍ଠା ଉତ୍ସବ ଓ ମାସିକ ପତ୍ରିକା ସମର୍ଥ ସମାଚାରର ଉନ୍ମୋଚନ ଉତ୍ସବ ଆଜି ତା ୨୨ ।୮ ରିଖ ଅପରାହ୍ନ ୨ ଘଣ୍ଟା ସମୟରେ ଭୂବନେଶ୍ୱର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଭୂବନେଶ୍ୱର ରୋଟାରୀ କ୍ଲବ ଚେୟାରମ୍ୟାନ ସୂର୍ଯ୍ୟ ନାରାୟଣ ପାତ୍ର, ମୂଖ୍ୟ ବକ୍ତା ଭାବେ ଡ.ସୂରେନ୍ଦ୍ର ନାଥ ଦାସ, ସମ୍ମାନୀତ ଅତିଥି ଭାବେ ଡ.ଜୟଶ୍ରୀ ଦଳ ପ୍ରମୁଖ ଯୋଗଦେଇ ସମର୍ଥ ଡିଜିଟାଲ ଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କର ସେବାରେ ଅନେକ ସ୍ୱର ଉତ୍ତୋଳନ କରିଛି।
Read More News
T & CPrivacy PolicyContact Us