This browser does not support the video element.
ଘସିପୁରା: ସାହାରାପଡ଼ା ଠାରେ ଶିକ୍ଷକ ସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ
Ghasipura, Kendujhar | Sep 1, 2025
କେନ୍ଦୁଝର ଜିଲ୍ଲା ସାହାରା ପଡ଼ା ଠାରେ ସମସ୍ତ ବର୍ଗର ଶିକ୍ଷକଙ୍କ ସହଯୋଗ କ୍ରମେ ଶିକ୍ଷକଙ୍କ ଦାବି 4200 ଗ୍ରେଡ ପେ କୁ ପୂର୍ଣ୍ଣ ସମର୍ଥନ । ସାନ ଭାଇ ଭଉଣୀ ମାନଂକ ଦାବି ଯୁକ୍ତିଯୁକ୍ତ ଆଗାମୀ ଦିନରେ ହେବାକୁ ଥିବା ଆନ୍ଦୋଳନକୁ ସାହାରପଡା ପ୍ରାଥମିକ ଶିକ୍ଷକ ସଂଘ । ଜୋରଦାର ସମର୍ଥନ କରିବାକୁ ନିଷ୍ପତି ନେଇଛି । ଏହି ବୈଠକରେ ପ୍ରାଥମିକ ଶିକ୍ଷକ ସଂଘର ବରିଷ୍ଠ ନେତୃତ୍ଵ କଳାକାର ମହାନ୍ତ ,ଲୁଲୁ ବାରିକ, ରତ୍ନାକର ସେଠି, ମାନସ କୁମାର ଆରୁକ ରହି ମାର୍ଗଦର୍ଶନ କରିଥିଲେ । ଆଗାମୀ ଦିନରେ ପ୍ରାଥମିକ ଶିକ୍ଷକ ମାନଙ୍କୁ ତୃଣମୂଳ ସ୍ତରରୁ ଆହୁରି ମଜବୁତ୍ ହେବାକୁ ଆହ୍ବାନ ଦେଇଥିଲେ ।