Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ପୌର ପରିଷଦ ୱାର୍ଡ଼ ନଂ ୩ ହାଉସିଂ ବୋର୍ଡ଼ କଲୋନୀରେ ନୁତନ ରାସ୍ତା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ

Koraput Town, Koraput | Sep 13, 2025
କୋରାପୁଟ ପୌର ପରିଷଦ ୱାର୍ଡ଼ ନଂ ୩ ହାଉସିଂ ବୋର୍ଡ଼ କଲୋନୀରେ ନୁତନ ରାସ୍ତା ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ  ହୋଇଯାଇଛି। ଶନିବାର ଅପରାହ୍ନ ୪ଟା ସମୟରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ, ସ୍ଥାନୀୟ କାଉନସିଲର କାଦମ୍ବିନୀ ସେଠୀ, ସହକାରୀ ନିର୍ବାହୀ ଅଧିକାରୀ, ସହ ମୁନସିପାଲଟି କର୍ମଚାରୀ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us