Download Now Banner

This browser does not support the video element.

କୋରେଇ: ଇଟାପୁର ଛକରେ ଅଜଣା ଗାଡି ଧକ୍କାରେ 4ଟି ଗୋରୁ ମୃତ

Korai, Jajpur | Aug 22, 2025
କୋରେଇ ଥାନା ଇଟାପୁର ଛକରେ ଅଘଟଣ,ଅଜଣା ଗାଡି ଧକ୍କାରେ 4ଟି ଗୋରୁ ମୃତ୍ୟୁ,ସ୍ଥାନୀୟ ଲୋକ ଅସନ୍ତୋଷ l ଭୋରୁ ଭୋରୁ କିଛି ଗୋରୁ ଇଟାପୁର ସ୍ଥିତ ଜାତୀୟ ରାଜପଥ ରାସ୍ତା ପାର ହେଇ ଯାଉଥିଲେ l ଏହି ସମୟରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ରାସ୍ତା ପାର ହେଇ ଯାଉଥୁବା ଗୋରୁଙ୍କୁ ଧକ୍କା ଦେଇ ଫେରାର ହେଇ ଯାଇଥିଲା l ଏହି ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ 4 ଟି ଗୋରୁ ମୃତ୍ୟୁ ବରଣ କରିଥିଲେ l ଏହି ଦୁର୍ଘଟଣା ଖବର ପାଇଁ ତୁରନ୍ତ ଘଟଣା ସ୍ଥଳରେ ପହଂଚି କୋରେଇ ପୋଲିସକୁ ଖବର ଦେଇଥିଲେ l ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l
Read More News
T & CPrivacy PolicyContact Us