Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ରେଙ୍ଗାଲିଠାରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଈଁ ଦାବି, ଏସପି ଓ ଅତିରିକ୍ତ ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ
Sambalpur M, Sambalpur | Sep 11, 2025
ରେଙ୍ଗାଲି ଠାରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଈଁ ଦାବି କରିଛନ୍ତି ରେଙ୍ଗାଲି କଂଗ୍ରେସ ନେତା ଦିଲ୍ଲୀପ ଦୁରିଆ l ଆଜି ଦିନ ପ୍ରାୟ 2 ଟା ସମୟରେ ସମ୍ବଲପୁର ଏସପି ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଯେହେତୁ ବର୍ତ୍ତମାନ ରେଙ୍ଗାଲି ଏକ ଶିଳ୍ପାଞ୍ଚଳ ଅଟେ l ଏଣୁ ଏହି ଅଞ୍ଚଳରେ ଖୁବଶୀଘ୍ର ଏକ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲିବା ପାଈଁ ଦାବି ହେଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!