This browser does not support the video element.
ତଲସରା: ଝଣ୍ଡେଲବୁଡ଼ ନିକଟରେ ସଫେଇ ନାଳରେ ପୋଲ ଉପରୁ ଭାସିଗଲା ଟ୍ରକ ଚାଳକ ନିଖୋଜ ହେଲପର ଉଦ୍ଧାର
Talasara, Sundargarh | Aug 26, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝଣ୍ଡେଲବୁଡ଼ ନିକଟରେ ସଫେଇ ନାଳରେ ରହିଥିବା ପୋଲ ଉପରେ ଲଗାଣ ବର୍ଷା ପ୍ରଭାବରେ ଜଳସ୍ରୋତ ପ୍ରଖର ରହିଥିବା ବେଳେ ଏକ ଟ୍ରକ ପାର ହେବାକୁ ଚେଷ୍ଟା କରୁଥିବା ବେଳେ ପାଣି ସ୍ରୋତ ରେ ଭାସି ଯାଇଥିବା ସୂଚନା ମିଳିଛି। ତେବେ ଟ୍ରକ ଚାଳକ ନିଖୋଜ ରହିଥିବା ବେଳେ ହେଲପର କୁ ବଡ଼ଗାଁ ଦମକଳ ବାହିନୀ ଉଦ୍ଧାର କରିଛି।