Download Now Banner

This browser does not support the video element.

ଉମରକୋଟ: କାଳବୈଶାଖୀ ପ୍ରଭାବ ରେ ଭାଙ୍ଗିଲା ଗଛ ମହଣ୍ଡ ଯିବା ରାସ୍ତା ବାଧା ପ୍ରାପ୍ତ

Umarkote, Nabarangpur | May 11, 2024
ରାଇଘର ରୁ ଯୁନାନି ଦେଇ ମହଣ୍ଡ ଯିବା ରାସ୍ତା ରେ କାଳବୈଶାଖୀ ର ପ୍ରଭାବ ରେ ଗଛ ଗୁଡ଼ିକ ଭାଙ୍ଗି ରାସ୍ତା ଉପରେ ପଡ଼ି ଥିବାରୁ ରାସ୍ତା ବାଧା ପ୍ରାପ୍ତ ହୋଇଛି। ଆଜି ସନ୍ଧ୍ୟା ସମୟ ରେ ପ୍ରବଳ ବର୍ଷା ଓ ପବନ ହେବା ଫଳ ରେ ରାସ୍ତା କଡ଼ରେ ଥିବା ଗଛ ଗୁଡ଼ିକ ଭାଙ୍ଗିଯାଇ ରସ୍ତାଉପରେ ପଡିଯାଇଥିଲା ଫଳରେ ମହଣ୍ଡ ବୁଥ କୁ ଯାଉଥିବା ପୋଲିଂ ଅଫିସର ବାଟରେ ଅଟକି ଯାଇଥିଲେ
Read More News
T & CPrivacy PolicyContact Us