Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆୟୋଜିତ ସାଇକେଲ ରାଲିକୁ ପତାକା ଦେଖାଇ ଉଦଘାଟନ କଲେ ଭଦ୍ରକ ବିଧାୟକ

Bhadrak Rural, Bhadrak | Aug 31, 2025
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଆଜି ଦିନ 10ଟାରେଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ସାଇକେଲ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଙ୍କ ସହ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଏହି ସାଇକେଲ ଯାତ୍ରା କେବଳ କ୍ରୀଡ଼ା ପ୍ରତି ଆଗ୍ରହକୁ ବୃଦ୍ଧି କରୁନାହିଁ ବରଂ ସୁସ୍ଥ ଜୀବନଶୈଳୀ,ପରିବେଶ ସୁରକ୍ଷା ଓ ସଚେତନ ସମାଜ ଗଠନର ସନ୍ଦେଶକୁ ମଧ୍ୟ ପ୍ରସାର କରୁଛି, କ୍ରୀଡ଼ା ମାନସିକତାକୁ ଜୀବନର ଅଂଶ କରି ସୁସ୍ଥ,ସକ୍ତିଶାଳୀ ଓ ସଚେତନ ଭଦ୍ରକ ଗଢ଼ି ତୋଳିବାରେ ସମସ୍ତେ ଏକତାବଦ୍ଧ ହେବା ପାଇଁ ଅତିଥି ମାନେ ପରାମର୍ଶ ଦେଇଛନ୍ତି
Read More News
T & CPrivacy PolicyContact Us