Download Now Banner

This browser does not support the video element.

ବୌଦ୍ଧ ସଦର: କରଡ଼ି ଶିବ ମନ୍ଦିର ଠାରେ ସରସରା ମଣ୍ଡଳ ବିଜେପି ପକ୍ଷରୁ କର୍ମଶାଳା ଦିବସ ଅନୁଷ୍ଠିତ

Baudh Sadar, Boudh (Bauda) | Sep 11, 2025
ଗୁରୁବାର ଦିନ ହରଭଙ୍ଗା ବ୍ଲକ କରଡ଼ି ଶିବ ମନ୍ଦିର ଠାରେ ସରସରା ମଣ୍ଡଳ ବିଜେପି ପକ୍ଷରୁ କର୍ମଶାଳା ଦିବସ ପାଳିତ ହୋଇ ଯାଇଛି l ମଣ୍ଡଳ ସଭାପତି ଶେଷଦେବ ଛନ୍ଦଙ୍କ ଅଧ୍ୟକ୍ଷତାରେ ଆସନ୍ତା 17 ତାରିଖ ଠାରୁ ହେବାକୁ ଥିବା ସେବା ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଆଲୋଚନା କରିଥିଲେ ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ସିପି ରାଧାକୃଷ୍ଣନଙ୍କୁ ସ୍ବାଗତ କରା ଯାଇଥିଲା l
Read More News
T & CPrivacy PolicyContact Us