This browser does not support the video element.
ଝାରସୁଗୁଡା: ଏମସିଏଲ ଓ଼ଡିଟୋରିୟମରେ ଲକ୍ଷେ ଘର ସମାଜ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Jharsuguda, Jharsuguda | Sep 7, 2025
ଝାରସୁଗୁଡା ଏମସିଏଲ ଓ଼ଡିଟେରୀୟମ ରେ ଲକ୍ଷେଘର ସମାଜ ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ରବିବାର ପୂର୍ବାହ୍ନ ୧୦ ଟା ରୁ ସନ୍ଧ୍ୟା ୭ ଟା ଯାଏଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇଥିଲେ l ଏହି ଅବସରରେ ସମ୍ବଲପୁରୀ କଳା, ସଂସ୍କୃତି ଏବଂ ପରମ୍ପରାର ପ୍ରଦର୍ଶିତ ହୋଇଛି l ସମ୍ବଳପୁରି ଫେସନ ସୋ ମଧ୍ୟ ଦର୍ଶକଙ୍କ ମନ ମୋହିଛି l ଆଜି ର ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା l