Download Now Banner

This browser does not support the video element.

ଢେଙ୍କାନାଳ ସଦର: ଆସନ୍ତା ୭ ତାରିଖ ରାତି ୮. ୩୦ ମିନିଟ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Dhenkanal Sadar, Dhenkanal | May 4, 2024
ଆଜି ରାତି ୮.30 ମିନିଟ ଠାରୁ ଆସନ୍ତା ୭ ତାରିଖ ରାତି ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଭାଗ | ଏହି ସମୟ ମଧ୍ୟରେ ଘଡଘଡି ସହ ବର୍ଷାର ସମ୍ଭାବନା ଅଛି ଏହା ସହିତ ବିଜୁଳି ମାରିବାର ସୂଚନା ରହିଛି, କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି | ତେଣୁ ପାଣିପାଗ ବିଭାଗ ତରଫରୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ ପାଇଁ ନିର୍ଦ୍ଧେଶ ଦିଆଯାଇଛି |
Read More News
T & CPrivacy PolicyContact Us