Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଲ ବ୍ଲକ ର ବିଭିନ୍ନ ସ୍ଥାନରେ 125ତମ ମନକି ବାତକାର୍ଯ୍ୟକ୍ରମ ଯୋଗ ଦେଇଦେଲେ ଲୋକେ

Kantamal, Boudh (Bauda) | Aug 31, 2025
କଣ୍ଟାମାଲ ବ୍ଲକ ର ବିଭିନ୍ନ ସ୍ଥାନରେ 125ତମ ମନକି ବାତକାର୍ଯ୍ୟକ୍ରମ ଯୋଗ ଦେଇଦେଲେ ଲୋକେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ 125ତମ ମନକି ବାତ କାର୍ଯ୍ୟକ୍ରମ I ସେଥିପାଇଁ କଣ୍ଟାମାଲ ଅଂଚଳର ବିଭିନ୍ନ ମଣ୍ଡଳୀ ଗାଁ ସହ ଦୋକନ ମାନଙ୍କରେ ମୋଦି ଙ୍କ 125ତମ ମନକି ବାତ କାର୍ଯ୍ୟକ୍ରମ ଯୋଗ ଦେଇଥିବା ଦେଖିବାକୁ ମିଳିଛି I
Read More News
T & CPrivacy PolicyContact Us