Download Now Banner

This browser does not support the video element.

ସୁନ୍ଦରଗଡ ସହର: ୱାର୍ଡ ନମ୍ବର 17 ର ପତ୍ରାପାଲି, ଲୁହୁରା ଢିପା, ମୂଷାକାନି ଅଞ୍ଚଳ ବୁଲି ନୂଆଁ ଖାଇ ଶୁଭେଛା ବାଣ୍ଟିଲେ ସଦର ବିଧାୟକ ଯୋଗେଶ କୁମାର ସିଂ

Sundargarh Town, Sundargarh | Aug 27, 2025
ଆଜି ଅଗଷ୍ଟ 27 ତାରିଖ ପବିତ୍ର ଗଣେଶ ପୂଜା, ଆସନ୍ତା କାଲି ହେବ ଠାରୁ ନବାନ୍ନ। ଏହି ଅବସରରେ ସଦର ବିଧାୟକ ଯୋଗେଶ କୁମାର ସିଂ ସୁନ୍ଦରଗଡ଼ ପୌରପାଳିକାର ୱାର୍ଡ ନମ୍ବର 17 ର ପତ୍ରାପାଲି, ଲୁହୁରା ଢିପା, ମୂଷାକାନି ଅଞ୍ଚଳ ବୁଲି ନୂଆଁଖାଇର ଅଭିନନ୍ଦନ ଜଣାଇବା ସହ 7 ରୁ 70 ସମସ୍ତଙ୍କୁ ଶୁଭେଛା ବାଣ୍ଟିଛନ୍ତି । କେବଳ ସେତିକି ନୁହେଁ ବିଧାୟକଙ୍କ ସହ ଲୁହୁରା ଢିପା ଅଞ୍ଚଳର ସମାଜ ସେବୀ ସୁକାନ୍ତ ରୋହିଦାସ ଓ ଜିଲ୍ଲା ପରିଷଦ ଅଶ୍ୱିନୀ ନାଏକ ପ୍ରମୁଖ ମଧ୍ୟ ୱାର୍ଡ ବାସୀଙ୍କୁ ନୂଆଁଖଇ ଉପଲକ୍ଷେ ଶୁଭେଚ୍ଛା ଦେଇଛନ୍ତି । ତେବେ ଏହି ଶୁଭେଚ୍ଛା କାର୍ଯକ୍ରମ ସଦର ବିଧାୟକ ଯୋଗେଶ କୁମାର ସିଂଙ୍କ
Read More News
T & CPrivacy PolicyContact Us