This browser does not support the video element.
ଧର୍ମଶାଳା: ନୀଳାଚଳ କମ୍ପାନୀରେ ସରକାରଙ୍କ ସ୍ଵତନ୍ତ୍ର ଟିମକୁ ଦାବିପତ୍ର ପ୍ରଦାନ କଲେ ସର୍ବହରା ସୁରକ୍ଷା ସମିତି ସଦସ୍ୟ
Dharmasala, Jajpur | Aug 25, 2025
ସରକାରଙ୍କର ଏକ ସ୍ଵତନ୍ତ୍ର ଟିମ୍ ସୋମବାର ଦିନ ନୀଳାଚଳ କାର୍ଯ୍ୟ ଓ ପରିବେଶ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦାବୀ ନେଇ ସ୍ଥାନୀୟ ସର୍ବହରା ସୁରକ୍ଷା ସମିତିର ଅନେକ ସଦସ୍ୟ ତାଙ୍କର ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଦାବିପତ୍ର ଦେବା ପାଇଁ ଅନେକ ଗ୍ରାମବାସୀ ଆସିଥିବା ବେଳେ ଅଧିକାରୀଙ୍କୁ ସାମୁହିକ ଦାବିପତ୍ର ପ୍ରଦାନ କରିବାରେ ବିଫଳ ହେବାରୁ ପ୍ରକାଶ କରିଛନ୍ତି ସ୍ଥାନୀୟ ସର୍ବହରା ସୁରକ୍ଷା ସମିତି ସଦସ୍ୟ ।