This browser does not support the video element.
କଣ୍ଟାମାଳ: ବାମନଝୁଲି ଗ୍ରାମର ବନିକରଣ ରେ ଦୁର୍ନୀତି ଅଭିଯୋଗ ପରେ ତଦନ୍ତ ପାଇଁ ପହଂଚିଲେ ଅଧିକାରୀ
Kantamal, Boudh (Bauda) | Aug 21, 2025
ବନିକରଣ ରେ ଦୁର୍ନୀତି ଅଭିଯୋଗ ପରେ ତଦନ୍ତ ପାଇଁ ପହଂଚିଲେ ଅଧିକାରୀ କଣ୍ଟାମାଲ ବ୍ଲକ ଯୋଗୀନ୍ଦ୍ରପୁର ପଂଚାୟତ ର ବାମନଝୁଲି ଗ୍ରାମରେ ବନବିଭାଗ ପକ୍ଷରୁ ବନିକରଣ କରାଯାଇ ଥିଲା I କିନ୍ତୁ ଲକ୍ଷ ଲକ୍ଷ. ଟଙ୍କାରେ ନିର୍ମାଣ ହୋଈଥିବା ବନିକରଣ ରେ ଗଛ ମରିଯିବା ସହ ଦୁର୍ନୀତି ହୋଈଥିବା ଅଭିଯୋଗ ହୋଈ ଥିଲା ଫଳରେ ଆଜି ଉକ୍ତ ସ୍ଥାନକୁ ACF ମିନାକ୍ଷୀ କୁମୁରା ପହଂଚି ତଦନ୍ତ କରିଥିଲେ I ଏହି ତଦନ୍ତ ସମୟ ରେ ମନମୁଣ୍ଡା ରେଞ୍ଜେର ଫରେଷ୍ଟର ଓ ଅନ୍ୟମାନେ ଉପସ୍ଥିତ ଥିଲେ I