This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ପୌରପାଳିକା ପକ୍ଷରୁ ଆଜି ଟାଉନ ହଲ ଠାରେ ସ୍ବାୟତ୍ତ ଶାସନ ଦିବସ ପାଳିତ l
Puri M, Puri | Aug 31, 2025
ପୁରୀ ପୌରପାଳିକା ପକ୍ଷରୁ ଆଜି ଟାଉନ ହଲ ଠାରେ ପାଳିତ ହୋଇଥିଲା ସ୍ବାୟତ୍ତ ଶାସନ ଦିବସ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ନିଜକୁ ନିଜେ ଶାସନ କରିବା ବା ନିଜର ସୁବିଧା ପାଇଁ ନିଜେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା ହିଁ ସ୍ବାୟତ୍ତ ଶାସନ ର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ।ପରିମଳ କର୍ମଚାରୀ ମାନଙ୍କ ସେବା ଓ ଉଦ୍ୟମ ଅବର୍ଣ୍ଣନୀୟ।ସେମାନ ଙ୍କୁ ଶୁଭେଚ୍ଛା। ଆଜି ସନ୍ଧ୍ୟା 7 ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l