Install App
shantanupanda7
This browser does not support the video element.
ମୋରଡା: ମୋରଡା ବ୍ଲକଅଫିସ କନ୍ଫୋରେନ୍ସ ହଲରେ ବ୍ଲକସ୍ତରୀୟ ମିଳିତ ଜନଶୁଣାଣି ଶିବିରରେ ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ
Muruda, Mayurbhanj | Aug 30, 2025
ମୋରଡା ବ୍ଲକ ଅଫିସ କନଫରେନ୍ସ ହଲରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ବ୍ଲକସ୍ତରୀୟ ମିଳିତ ଜନଶୁଣାଣି ଶିବିର ଶନିବାର ଅପରାହ୍ନ ସାଢେପାଞ୍ଚଟାରେ ସମାପିତ ହୋଇଯାଇଛି l ମୋରଡା ବ୍ଲକଅଧକ୍ଷ ପିଥନାଥ ସୋରେନଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ ଈଶ୍ୱରଚନ୍ଦ୍ର ନାଏକ,ବିଡ଼ିଓ ଅଣାକର ନାଏକ ପ୍ରମୁଖ ଅଧିକାରୀଗଣ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!