Download Now Banner

This browser does not support the video element.

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଅସହାୟ ବ୍ୟକ୍ତି ମାନଙ୍କୁ ଛତା ବଣ୍ଟନ କଲେ ଥାନା ଅଧିକାରିଣୀ ବନ୍ଦନା ପାତ୍ର

Kendrapara, Kendrapara | Apr 1, 2025
ଆଜି ଉତ୍କଳ ଦିବସ ଉପଲକ୍ଷେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପରିସରରେ ଦିନ 10 ଟା ବେଳେ ଏକ ଛତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଅସହାୟ ବ୍ୟକ୍ତି ମାନଙ୍କୁ ଏହି ଛତା ବଣ୍ଟନ କରାଯାଇଛି lଏହି ନିଆରା କାର୍ଯକ୍ରମ ଅୟୋଜନ କରାଯାଇଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରିଣୀ ବନ୍ଦନା ପାତ୍ର ପ୍ରତିକ୍ରିୟା ରଖିଛନ୍ତି l ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରିଣୀ ବନ୍ଦନା ପାତ୍ର ଫିତା କାଟି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l
Read More News
T & CPrivacy PolicyContact Us