Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବାଇପାସ ରାସ୍ତାରେ ଟାର୍ଗେଟ ଇଞ୍ଜିନିଅରିଂ ରେ କାମ କରୁଥିବାବେଳେ ମେସିନ ରୁ ଖସିପଡି ଜଣେ ଯୁବକ ମ୍ରୁତ

Jharsuguda, Jharsuguda | Sep 11, 2025
ଝାରସୁଗୁଡା ସଦର ଥାନା ଅନ୍ତର୍ଗତ ବାଇପାସ ରାସ୍ତାରେ ଟାର୍ଗେଟ ଇଞ୍ଜିନିଅରିଂ ରେ କାମ କରୁଥିବାବେଳେ ମେସିନ ରୁ ଖସିପଡି ଜଣେ ଯୁବକ ପ୍ରାଣ ହରାଇଛନ୍ତି l ମୃତ ଯୁବକ ଜଣକ ଅନୁଗୋଳ ଜିଲ୍ଲା କଳିଙ୍ଗ ନଗର ଚଇତିମାଲ ଅଂଚଳ ର ୩୦ ବର୍ଷୀୟ ଜିପୁନ ସାହୁ ବୋଲି ଜଣାପଡିଛି l ତେବେ ଦୁର୍ଘଟଣା ରେ ଜିପୁନ ଙ୍କ ମୃତ୍ୟୁ ହୋଇଥିବା ଖବର ପାଇବାପରେ ପୋଲିସ ଘଟଣା ସ୍ଥଳକୁ ପହଂଚି ତଦନ୍ତ କରିଥିବା ସଦର ଥାନା ପୋଲିସ ପକ୍ଷରୁ ଆଜି ରାତି ୯ ଟା ରେ ସୂଚନା ଦିଆଯାଇଛି l
Read More News
T & CPrivacy PolicyContact Us