This browser does not support the video element.
ଅନୁଗୋଳ: କଞ୍ଜରା ମଝିସାହିରେ ଘର ଭିତରେ ପାଣି ପଶିଥିବା ନେଇ ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
Anugul, Angul | Sep 2, 2025
ବଅଁରପାଳ ବ୍ଲକ ଅଧୀନରେ ଥିବା କଞ୍ଜରା ପଞ୍ଚାୟତର ମଝିସାହି କଥା। ଯେଉଁଠି ଆଜକୁ ପ୍ରାୟ 10 ବର୍ଷ ହେଲା ବର୍ଷାଦିନେ ପାଣି ଜମୁଛି l କାରଣ ହେଲା ରାସ୍ତାର ଦୁଇ ପାର୍ଶ୍ୱରେ ଡ୍ରେନେଜ ସୁବିଧା ନାହିଁ । ଏବଂ ସେହି ରାସ୍ତାଟି କଞ୍ଜରା ଗ୍ରାମର ମୁଖ୍ୟ ରାସ୍ତା ହୋଇଥିବା ବେଳେ ସେହି ରାସ୍ତାରେ ମଧ୍ୟ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଯାଉଛନ୍ତି ଏବଂ ଗ୍ରାମର ସମସ୍ତ ପ୍ରଜା ମଧ୍ୟ ଯାଉଛନ୍ତି। ଏହା ମଧ୍ୟରେ ୩ ଜଣ ସରପଞ୍ଚ ଗଲେଣି ଏବଂ କେତେ ବିଧାୟକ ଗଲେଣି କିନ୍ତୁ କେହି ଗୁହରିକୁ ଶୁଣୁ ନାହାଁନ୍ତି ।ଏଥିସହ କୌଣସି ପ୍ରଶାସନ ମଧ୍ୟ କିଛି ପଦକ୍ଷେପ ନେଉ ନାହାନ୍ତି । ସେହି ଅପରିଷ୍କାର ପାଣିରେ ଚାଲି