This browser does not support the video element.
କେନ୍ଦୁଝର ସହର: ଚମ୍ପାପାଳ ଆମ୍ବତୋଟା ନିକଟରେ ଦୁଇଟି ହାତୀ ଥିବା ସୂଚନା ମିଳିଛି
Kendujhar Town, Kendujhar | Sep 8, 2025
ଟମକା ଜଙ୍ଗଲ ରୁ ଦୁଇଟି ହାତୀ ଆସିଥିବା ନେଇ ଆତଙ୍କ ଖେଳି ଯାଇଛି ଦେଓଗାଁ ଫରେଷ୍ଟ ଅଧିନ ଚମ୍ପାପାଳ ଗ୍ରାମ ଆଡେ ଆସିଥିବା ସୂଚନା ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ କେଶଦୁରାପାଳ ଡିଭିଜନ ବିଦ୍ୟୁତ କାଟ କରିଥିଲା lବ୍ରାହ୍ମଣୀପାଳ ଓ ଦେଓଗାଁ ର ବନ ବିଭାଗ ଅଧିକାରୀ ହାତୀ ମାନଙ୍କ ଉପରେ ନଜର ରଖିଥିବା ନେଇ ସୂଚନା ମିଳିଛି।