This browser does not support the video element.
କଟକ ପୌରାଞ୍ଚଳ: ବାଙ୍କୀ ରତାଗଡ଼ ଗାଁରେ ନଈରେ ଭାସିଗଲେ ମହିଳା, ଅଗ୍ନିଶମ ବିଭାଗର ସର୍ଚ୍ଚ ଅପରେସନ ଜାରି
Cuttack M Corp PS, Cuttack | Sep 1, 2025
କଟକ ଜିଲ୍ଳା ବାଙ୍କୀ ଥାନା ଅର୍ନ୍ତଗତ ରତାଗଡ଼ ଗ୍ରାମରେ ଖୁଦୁରୁକୁଣୀ ଓଷା ପାଇଁ ଦୁହୁରି ଭସେଇବା ପାଇଁ ନଈକୁ ଯାଇଥିବା ଜଣେ ମହିଳା ନିଖୋଜ। ନଈ ପାଣିରେ ଭାସିଯାଇ ମହିଳା ଜଣକ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି। ସୋମବାର ସକାଳ ୯ ଟା ସମୟରେ ଏହି ଘଟଣା ଘଟିଛି। ମହିଳା ଜଣକ ସେହି ରତାଗଡ଼ ଗ୍ରାମର ବୋଲି ସୂଚନା ମିଳିଛି।