Download Now Banner

This browser does not support the video element.

ଲାଞ୍ଜିଗଡ: ବେଦାନ୍ତ ନିକଟରେ ଦୁଇ କାର ମୁହାଁ ମୁହିଁ ଧକ୍କା,୩ ଗୁରୁତର।

Lanjigarh, Kalahandi | Sep 1, 2025
ଲାଞ୍ଜିଗଡ଼ ଓ ଦହିଖାଲ କୁ ସଂଯୋଗ କରୁଥିବା ବେଦାନ୍ତ କମ୍ପାନୀ ନିକଟରେ ଦୁଇ କାର ମଧ୍ୟରେ ଧକ୍କା ହୋଇଥିବା ସୁଚନା ମିଳିଛି। ସୁଚନା ଅନୁଯାୟୀ ଧଳା ରଙ୍ଗ କାର ଲାଞ୍ଜିଗଡ ଠାରୁ କମ୍ପାନୀ ଅଭିମୁଖେ ଯାଉଥିବା ବେଳେ ବିପରିତ ଦିଗରୁ ଲାଲ ରଂଗର କାର ଆସୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଶିକାର ହୋଇଥିବା ଆଜି ସୁଚନା ମିଳିଛି।
Read More News
T & CPrivacy PolicyContact Us