Download Now Banner

This browser does not support the video element.

ଟିଟିଲାଗଡ: ବ୍ରହ୍ମପୁରରେ ଓଡ଼ିଶା ବାର କାଉନସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି ମାରି ହତ୍ୟା - ହତ୍ୟାକାରୀଙ୍କୁ ଗିରଫ ସହ ନିନ୍ଦା କଲେ କଂଗ୍ରେସ ନେତା

Titlagarh, Balangir | Oct 7, 2025
ଖୁବ୍ କମ୍ ଦିନ ମଧ୍ୟରେ ସାରା ଓଡ଼ିଶା ର ଆଇନଜୀବୀ ମାନଙ୍କ ହୃଦୟରେ ରାଜ୍ କରିଥିବା ଦକ୍ଷିଣ ଓଡ଼ିଶାର ପ୍ରବୀଣ ଓକିଲ ତଥା ଓଡ଼ିଶା ବାର୍ କାଉନସିଲ ର ସଦସ୍ୟ ପୀତବାସ ପଣ୍ଡାଙ୍କ ଅକାଳ ବିୟୋଗ ଆମ ସମସ୍ତ ଙ୍କୁ ଗଭୀର ଆଘାତ ଦେଇଛି। ସ୍ୱର୍ଗତ ପଣ୍ଡାଙ୍କ ହତ୍ୟା ସମଗ୍ର ଆଇନଜୀବୀ ନିମନ୍ତେ ନିମନ୍ତେ ଏକ ସତର୍କ ଘଣ୍ଟି। ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କଂଗ୍ରେସ ନେତା ବିରେନ୍ଦ୍ର ବାଗ
Read More News
T & CPrivacy PolicyContact Us