This browser does not support the video element.
ବିଞ୍ଝାରପୁର: ଟାୱାରରୁ ଚ଼ୋରୀ କରିବା ଅଭିଯୋଗରେ ତାଉଁତରା ଅଞ୍ଚଳରୁ ଦୁଇଜଣ ଯୁବକକୁ କାବୁ କରି ବିଂଝାରପୁର ପୋଲିସର ଜିମା ଦେଲେ ଗ୍ରାମବାସୀ
Binjharpur, Jajpur | Sep 13, 2025
ଟାୱାରରୁ ଚ଼ୋରୀ କରିବା ଅଭିଯୋଗରେ ତାଉଁତରା ଅଞ୍ଚଳରୁ ଦୁଇଜଣ ଯୁବକକୁ କାବୁ କରି ବିଂଝାରପୁର ପୋଲିସର ଜିମା ଦେଲେ ଗ୍ରାମବାସୀ l ତାଉଁତରା ଗାଁରେ ଥିବା ଏକ ଟାୱାରରୁ ଦୁଇଜଣ ଯୁବକ କିଛି ସାମଗ୍ରୀ ଚୋରୀ କରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ l ଏଥିସହିତ ଯୁବକଙ୍କ ନିକଟକୁ ଯାଇ କାହିଁ କି ଚୋରୀ କରୁଛ ପଚାରିବାରୁ ଯୁବକ ଦୁଇଜଣ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ l ଏଥିରେ ଗ୍ରାମବାସୀ ଉତକ୍ଷିପ୍ତ ହେଇ ଦୁଇଜଣ ଯୁବକକୁ ସେହି ଟାୱାରରେ ବାନ୍ଧି ଦେଇଥିଲେ l ଏଥିସହିତ ବିଂଝାରପୁର ପୋଲିସକୁ ଖବର ଦେଇଥିଲେ l