Download Now Banner

This browser does not support the video element.

କାମାକ୍ଷାନଗର: ରେକୁଳା ଠାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ବିହାରରେ ପହଁଞ୍ଚିଲେ ବିଧାୟକ ଶତ୍ରୁଘ୍ନ ଜେନା

Kamakshyanagar, Dhenkanal | Aug 23, 2025
ରେକୁଳା ଠାରେ ଶନିବାର ୩ଟାରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ବିହାରରେ ପହଁଚିଲେ ବିଧାୟକ ଶତୃଘନ ଜେନା ।କାମାକ୍ଷାନଗର ଏନଏସି ରେକୁଳା ଗାଁରେ ଥିବା ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତସଙ୍ଗ ବିହାର ଠାରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏଠାରେ ପହଂଚିଲେ କାମାକ୍ଷାନଗର ବିଧାୟକ ଶତ୍ରୁଘନ ଜେନା ।
Read More News
T & CPrivacy PolicyContact Us