This browser does not support the video element.
ପାଟଣାଗଡ: କହ୍ନେଇଟାଲ ରେ କନ୍ଧ ସମାଜ ର ନୂଆଖାଇ ଭେଟଘାଟ ଏବଂ କର୍ମକର୍ତ୍ତାଚୟନ ଅନୁଷ୍ଠିତ
Patnagarh, Balangir | Sep 11, 2025
ପାଟଣାଗଡ଼ ବ୍ଲକ କହ୍ନେଇଟାଲ ଗ୍ରାମରେ ଘସିଏନ ମଲ୍ଲିକ ପ୍ରଗଣା କନ୍ଧ ସମାଜ ର ନୁଆଁଖାଇ ଭେଟଘାଟ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ନ ରେ ୪ଟା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ କନ୍ଧ ସମାଜ ର ରାଜ୍ୟ ସଭାପତି ଚିନ୍ତାମଣି ଭୋଇ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସମାଜର ବରିଷ୍ଠ କର୍ମକର୍ତ୍ତାମଞ୍ଚାସୀନ ଥିଲେ । କନ୍ଧ ସମାଜ ର କିପରି ସବୁକ୍ଷେତ୍ର ରେ ଉନ୍ନତି ହୋଇପାରିବ ସେବିଷୟ ରେ ବିଶେଷ ଆଲୋଚନା ହୋଇଥିଲା। ପରେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା