Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଲ ପୋଲିସ ର ଅଞ୍ଚଳର ବିଭିନ୍ନ ସମ୍ବେଦନସିଲ ସ୍ଥାନରେ ପ୍ଲାଗମାର୍ଚ୍ଚ

Kantamal, Boudh (Bauda) | Sep 25, 2025
କଣ୍ଟାମାଲ ପୋଲିସ ର ଅଞ୍ଚଳର ବିଭିନ୍ନ ସମ୍ବେଦନ ସ୍ଥାନରେ ପ୍ଲାଗ ମାର୍ଚ୍ଚ ଆଗକୁ ଦଶହରା ଏହି ପାର୍ବଣରେ କେମିତି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖାଯିବ ସେ ନେଇ ପୋଲିସ ପକ୍ଷରୁ ଆଜି ପ୍ଲାଗ ମାର୍ଚ୍ଚକରାଯାଇଛି I ତେବେ କଣ୍ଟାମାଲ. ଥାନାର ବିଭିନ୍ନ ସମ୍ବେଦନ ସିଲ ଅଞ୍ଚଳ ତଥା ବରଗାଁ ମଲିକୁଦ ରୁଣ୍ଡି ମହୁଲ ସାନଛପାପାଳି ରେଙ୍ଗାଲି ଭଳି ବିଭିନ୍ନ ସ୍ଥାନ ରେ ଏହି ପ୍ଲାଗ ମାର୍ଚ୍ଚ କରିବା ସହ ଲୋକଙ୍କୁ ସଚେତନ କରାଯାଇଛି I
Read More News
T & CPrivacy PolicyContact Us