This browser does not support the video element.
ଦେବଗଡ: କୁସୁମକଟା ଗ୍ରାମର ନିଖୋଜ ୧୩ ବର୍ଷର ନାବାଳିକା ଉଦ୍ଧାର
Debagarh, Debagarh (Deogarh) | Sep 13, 2025
ଦେବଗଡ ଥାନା ଅନ୍ତର୍ଗତ କୁସୁମକଟା ଗ୍ରାମର ନିଖୋଜ ଥିବା ୧୩ ବର୍ଷର ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି । ନାବାଳିକା ଜଣକ ତାଙ୍କ ମା ପାଖରେ ତଳେଇସର ଅଂଚଳରେ ରହୁଥିବା ବେଳେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଏନେଇ ଶନିବାର ରାତି ୮ ଟାରେ ପୋଲିସ ଠାରୁ ସୂଚନା ମିଳିଛି । ସଂପୃକ୍ତ ନାବାଳିକାଙ୍କ ମା ଓ ବାପା ଭିନ୍ନ ଭିନ୍ନ ସ୍ଥାନରେ ରହୁଛନ୍ତି । ତେବେ ନାବାଳିକା ଜଣକ ଗତ ୭ ତାରିଖ ଦେବଗଡକୁ ଆସିଥିବା ବେଳେ ନିଜ ଘରକୁ ଫେରିନଥିଲେ । ତଲେଇସର ଅଂଚଳରେ ରହୁଥିବା ତାଙ୍କ ମା ପାଖକୁ ପଳାଇଥିଲେ ।