Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଠେଲକୋଲୋଇ ପୋଲିସ୍ ଦ୍ୱାରା 7 ଜଣ ଡକାୟତ ଗିରଫ

Sambalpur M, Sambalpur | Sep 2, 2025
ଠେଲକୋଲୋଇ ପୋଲିସ୍ ଦ୍ୱାରା 7 ଜଣ ଡକାୟତ ଗିରଫ l ମିଳିଥିବା ସୂଚନା ଅନୁସାରେ, 29 ଅଗଷ୍ଟ ରାତିରେ ସୟନ ରନବିଡା ନାମକ ଜଣେ ଯୁବକଙ୍କୁ ଗୁମକରମା – ଘିଚାମୁରା ରାସ୍ତା ନିକଟରେ କିଛି ଦୁର୍ବୁତ୍ତ ଆକ୍ରମଣ କରି, ତାଙ୍କୁ ମାଡ଼ ମାରିଥିଲେ ଏବଂ ତାଙ୍କର ଏକ ମୋବାଇଲ୍ ଫୋନ୍ ସହିତ ୨,୨୦୦ ଟଙ୍କା ଲୁଟିନେଇଥିଲେ । ଏହି ଅଭିଯୋଗ ଆଧାରରେ ଠେଲକୋଲୋଇ ପୋଲିସ୍ ଏହି ଘଟଣାର ତଦନ୍ତ କରି, ଗୁମକରମା ଗାଁର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତାଙ୍କଠାରୁ ଲୁଟ୍ ହୋଇଥିବା ମୋବାଇଲ୍ ଓ ନଗଦ ଟଙ୍କା ଉଦ୍ଧାର କରିଛି ପୋଲିସ। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ଆଜି ଦିନ ପ୍ରାୟ 3 ଟା ସମୟରେ କୋର୍ଟ ଚାଲାଣ
Read More News
T & CPrivacy PolicyContact Us