This browser does not support the video element.
ସୁନ୍ଦରଗଡ ସହର: କନକତୁରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗଣ୍ଡ ଆର୍ଟ ୱାର୍କସପ୍ ଅନୁଷ୍ଠିତ
Sundargarh Town, Sundargarh | Sep 27, 2025
ଆଜି ସେପ୍ଟେମ୍ୱର 27 ତାରିଖ ଶନିବାର ଅପରାହ୍ନ 4 ଟା ରେ ଏହି କର୍ମଶାଳା ଉଦଯାପିତ ହୋଇ ଯାଇଛି।ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କନକତୁରାରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ( ଶୁକ୍ରବାର ଓ ଶନିବାର ଦିନ) ୨ ଦିନିଆ ଧନ୍ଦାମୂଳକ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ତେଜରାମ ସାହୁଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଆଁରମୁଣ୍ଡା ଏଚ. କେ. ପି. ଆର୍ଟ ଆଣ୍ଡ କ୍ରାଫ୍ଟ ଇନଷ୍ଟିଚ୍ୟୁଟର ତାଲିମ ଦାତା ହରେକୃଷ୍ଣ ପଟେଲ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଲୁପ୍ତ ହୋଇ ଯାଉଥିବା ବିଭିନ୍ନ ଆଦିବା