Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁସୁଡ଼ିଲା ଗାଡ଼କଣ ଅଳିଆ ଗଦା ପାଚେରୀ, ସ୍ଥାନୀୟ ଲୋକଙ୍କ ଉତେଜନା

Bhubaneswar M Corp, Khordha | Sep 2, 2025
ଭୁସୁଡ଼ିଲା ଗାଡ଼କଣ ଅଳିଆ ଗଦା ପାଚେରୀ, ସ୍ଥାନୀୟ ଲୋକଙ୍କ ଉତେଜନା | ଲଗାଣ ବର୍ଷା କାରଣରୁ ଆଜି 11.45ରେ ଭୁସୁଡ଼ିଲା ଗାଡ଼କଣ ଅଳିଆ ଗଦା ପାଚେରୀ | ଏନେଇ ସ୍ଥାନୀୟ ଲୋକଙ୍କ ଉତେଜନା ଦେଖିବାକୁ ମିଳିଥିଲା | ପାଚେରୀ ଯିବା କାରଣ ରୁ ଘର ଭିତରେ ଅଳିଆ ଆବର୍ଜନା ପାଣି ପଶିଯିବା କାରଣ ରୁ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ | ଘଟଣା ସ୍ଥଳରେ ମୈତ୍ରୀ ବିହାର ପୋଲିସ, ବିଏମସି ଅଧିକାରୀ ଏବଂ ସ୍ଥାନୀୟ କର୍ପୋରେଟର ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ | ପରେ ରାସ୍ତା ଅବରୋଧ ହଟିଥିଲା | ଅଟକି ରହିଥିବା ଗାଡି ମଟର ଯାତାୟତ କରିଥିବା ସୂଚନା ମିଳିଛି |
Read More News
T & CPrivacy PolicyContact Us