This browser does not support the video element.
ଅନୁଗୋଳ: ଅନୁଗୋଳ ଟ୍ରମା କେୟାର ପରିସରରେ ପୁଅର ବିପି ମାପୁଛି ବାପା
Anugul, Angul | Aug 31, 2025
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଟ୍ରମା କେୟାରରେ ମଧ୍ଯ ଲୋକ ମାନେ ହନ୍ତସନ୍ତ ହେଉଛନ୍ତି। ଟ୍ରମା କେୟାର ପରିସର କେବେ ବିଜୁଳି କଟି ଗଲେ ଟିକେଟ ମିଳୁନି ତ ଆଉ କେବେ ଧାଡ଼ିରେ ଠିଆ ବୃଦ୍ଧ ବୃଦ୍ଧା ନୟାନ୍ତ ହୋଇ ଯାଉଛନ୍ତି। ଟ୍ରମା କେୟାର ପରିସରରେ ଆଜି ଜଣେ ପୁଅର ବିପି ବାପା ମାପୁଥିବା ଦେଖିବାକୁ ମିଳିଛି। ତୁରଙ୍ଗ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ପୁଅ ଦେହ ଖରାପ ଯୋଗୁଁ ଟ୍ରମା କେୟାରରେ ଭର୍ତ୍ତି କରିଥିଲେ। କିନ୍ତୁ ବିପି ମାପିବା ପାଇଁ ଡ଼ାକ୍ତର କହିଥିଲେ। ଦୀର୍ଘ ସମୟ ପରେ କେହି ବିପି ମାପିବା ପାଇଁ କର୍ମଚାରୀ ନଥିବା ବେଳେ ବୃଦ୍ଧ ଜଣଙ୍କ ପୁଅର ବିପି ନିଜେ ମାପିଥିବା ଦେଖିବାକ