Download Now Banner

This browser does not support the video element.

ପାରଳାଖେମୁଣ୍ଡି: ସପ୍ତ ଦିନ ଧରି ଚାଲିଥିବା ଶ୍ରୀମଦ୍ ଭାଗବତ ମହାପୁରାଣ କାର୍ଯ୍ୟକ୍ରମ ଉଦଯାପିତ

Paralakhemundi, Gajapati | Sep 7, 2025
ସପ୍ତ ଦିନ ଧରି ଚାଲିଥିବା ଶ୍ରୀମଦ୍ ଭାଗବତ ମହାପୁରାଣ କାର୍ଯ୍ୟକ୍ରମ ଉଦଯାପିତ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ସନତୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ରେମ୍ପିପି ଗ୍ରାମରେ ଆଜକୁ ସାତ ଦିନ ଧରି ଚାଲିଥିବା ଶ୍ରୀମଦ୍ ଭାଗବତ ମହାପୁରାଣ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ଚଳିତ ମାସ ୧ ସେପ୍ଟେମ୍ବର ଠାରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଉତ୍ସବ ପାଳିତ ହୋଇ ଥିଲା। ଏହି ପରୀପ୍ରେକ୍ଷୀରେ ସମସ୍ତ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଥିବା ବେଳେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ଏହି ଅବସରରେ ଭାରତୀୟ ଜନତା ପାର୍ଟି ର ରାୟଗଡ଼ ମଣ୍ଡଳ ସଭାପତି ସୁଶା
Read More News
T & CPrivacy PolicyContact Us