Download Now Banner

This browser does not support the video element.

ରାଜଗାଙ୍ଗପୁର: ବଡ଼ଗାଁ ଥାନା ପରିଦର୍ଶନ କଲେ ସୁନ୍ଦରଗଡ଼ ପୋଲିସ ଜିଲ୍ଲାର ନୂତନ ଏସପି

Rajagangapur, Sundargarh | Aug 25, 2025
ସୁନ୍ଦରଗଡ଼ ଜିଲ୍ଲାର ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ନୂତନ ଏସପି ଅମ୍ରିତା ପାଲ କୈର ଆଜି ବଡ଼ଗାଁ ଥାନା ପରିଦର୍ଶନ କରିଥିଲେ। ଏହି ସମୟରେ ନୂତନ ଏସପି ବଡ଼ଗାଁ ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକ ଙ୍କ ସହ ବଡ଼ଗାଁ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନର ଆଇନ ଶୃଂଖଳା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ।ଏହା ସହ ବଡ଼ଗାଁ ଥାନା ଆଇଆଇସି ଙ୍କୁ ସ୍ଥାନୀୟ ଅଞ୍ଚଳର ସମସ୍ୟା ଉପରେ ଗୁରୁତ୍ୱାରୋପ କରିବାକୁ ପରାମର୍ଶ ଦେଇଥିଲେ।
Read More News
T & CPrivacy PolicyContact Us