This browser does not support the video element.
ଝାରସୁଗୁଡା: ବେଲପାହାଡ ଷ୍ଟେସନ ରେ ଟ୍ରେଡ଼ ଫେୟାର-୨୦୨୫ ଉଦଘାଟଣ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
Jharsuguda, Jharsuguda | Sep 29, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ଷ୍ଟେସନ ରେ ଟ୍ରେଡ଼ ଫେୟାର-୨୦୨୫ ଉଦଘାଟଣ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ l ଆଜି ସୋମବାର ରାତି ପ୍ରାୟ ୯ ଟା ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଟ୍ରେଡ଼ ଫେୟାର କୁ ଉଦଘାଟନ କରିଛନ୍ତି l ବେଲପାହାଡ ଷ୍ଟେସନ ରେ ଦୁର୍ଗାପୂଜା ଉପଲକ୍ଷେ ଏହି ଟ୍ରେଡ଼ ଫେୟାର ଆରମ୍ଭ ହୋଇଥିବାବେଳେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଯୋଗଦେଇଛନ୍ତି l ୧୯୯୯ ମସିହା ରେ ଏହି ଟ୍ରେଡ଼ ଫେୟାର ଆରମ୍ଭ ହୋଇଥିବାବେଳେ ଏହା ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ବୋଲି ରାଜସ୍ବ ମନ୍ତ୍ରୀ ପ୍ରକାଶ କରିଛନ୍ତି l