This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲା ରେ ମୁଷଳ ଧାରା ରେ ବର୍ଷା ରେ ଜନଜୀବନ ଅସ୍ତବ୍ୟସ୍ତ
Bhadrak Rural, Bhadrak | Sep 4, 2025
ଭଦ୍ରକ ଜିଲ୍ଲା ରେ ବର୍ଷା ର ପରିମାଣ ବଢ଼ିଛି । ସକାଳୁ ଖରା ଥିଲେ ମଧ୍ୟ ଅପରାହ୍ନ 12 ପର ଠାରୁ ହଠାତ ବର୍ଷା ବୃଦ୍ଧି ପାଇଛି । ଭଦ୍ରକ , ବନ୍ତ , ଧାମନଗର ଓ ଭଣ୍ଡାରୀପୋଖରୀ ଅଞ୍ଚଳ ରେ ମଧ୍ୟ ଯୋର୍ ବର୍ଷା ଲାଗି ରହିଛି । ସମାନ ଭାବେ ବୈତରଣୀ ନଦୀ ବିପଦ ସଙ୍କେତ ଛୁଇଁ ନଥିବା ବେଳେ ସତର୍କ ସଙ୍କେତ ଅତିକ୍ରମ କରିଛି । ବୈତରଣୀ ନଦୀ ର ବିପଦ ସଙ୍କେତ 18.33 ମିଟର ଥିବା ବେଳେ ଅପରାହ୍ନ ସୁଦ୍ଧା 18.30 ମିଟର ରେ ଜଳ ପ୍ରବାହିତ ହେଉଛି, ଏହି ଖବର ଆଜି ଦିନ 12 ଘଟିକା ରେ ହସ୍ତଗତ ହୋଇଛି