This browser does not support the video element.
ଆସିକା: ପାକିଡ଼ି ଛକ ନିକଟରେ ପଡିରହିଥିବା ଗିରୁତର ଷଣ୍ଢ କୁ ଉଧାର କଲେ ସ୍ଥାନୀୟ ବାସିନ୍ଦା
Asika, Ganjam | Oct 6, 2025
ଗଞ୍ଜାମ ଜିଲ୍ଲା ଆସିକା ଥାନା ପାକିଡ଼ି ଛକ ନିକଟ ରାସ୍ତା କଡରେ ପଡିରହିଥିବା ଗୋଟିଏ ଗୁରୁତର ଷଣ୍ଢ କୁ ଉଧାରକରୀ ଚିକିତ୍ସା କଲେ ସ୍ଥାନୀୟ ଲୋକେ l ଗତ ରାତିରେ ଏହି ଷଣ୍ଢଟିକୁ ଗୋଟିଏ ବାଇକ ଧକ୍କା ଦେଇଥିଲା l ଦୁର୍ଘଟଣା ରେ ବାଇକ ଚାଳକ ଆସିକା ଲାଲାଶାସନ ରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଥିବା ବେଳେ ପଛରେ ବସିଥିବା ଆରୋହୀ ଗୁରୁତର ହୋଇଥିଲେ l ଏହା ସହ ଷଣ୍ଢ ଟି ମଧ୍ୟ ଗୁରୁତର ହୋଇ ଦିନ ତମାମ ରାସ୍ତା କରଡ଼ରେ ପଡି ଛଟପଟ ହେଉଥିଲା l