Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗାଡ଼କଣ ଡଂପିଙ୍ଗ ୟାର୍ଡ଼ ପରିଦର୍ଶନ ସହ ଯାଞ୍ଚ କଲେ ପ୍ରଦୂଷଣ ବୋର୍ଡ ଅଧିକାରୀ

Bhubaneswar M Corp, Khordha | Sep 9, 2025
ଗାଡ଼କଣ ଡଂପିଙ୍ଗ ୟାର୍ଡ଼ ପରିଦର୍ଶନ ସହ ଯାଞ୍ଚ କଲେ ପ୍ରଦୂଷଣ ବୋର୍ଡ ଅଧିକାରୀ | ବର୍ଜ୍ୟବସ୍ତୁ ପରି ଚାଳନା ନିୟମ ଉଲଂଘନ କରିଛି ଭୁବନେଶ୍ୱର ମହାନଗର ନିଗମ । ଗାଡକଣ ସ୍ଥିତ ଅସ୍ଥାୟୀ ଡଂପିଙ୍ଗ ୟାର୍ଡ ରେ ଅନେକ ନିୟମ ଆରମ୍ଭ ରୁ ଉଲଂଘନ କରାଯାଇଛି । ତେଣୁ ଏହାକୁ ସଂଶୋଧନ କରିବା ପାଇଁ ନିର୍ଦେଶ ଦେଇଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଅସ୍ଥାୟୀ ଡଂପିଙ୍ଗ ୟାର୍ଡ ସମସ୍ୟା ତୁଟାଇବା ପାଇଁ ନିଜେ ପ୍ରବେଶ କରିଛି ପ୍ରଦୂଷଣ ବୋର୍ଡ । ଆଜି 12.46ରେ ପ୍ରଦୂଷଣ ବୋର୍ଡ ର କିଛି ଅଧିକାରୀ ଏହି ଡଂପିଙ୍ଗ ୟାର୍ଡ ପରିଦର୍ଶନ କରିବା ସହ ଯାଞ୍ଚ କରିଛନ୍ତି।
Read More News
T & CPrivacy PolicyContact Us