Download Now Banner

This browser does not support the video element.

ଟିଟିଲାଗଡ: ପୂର୍ତ୍ତବିଭାଗ ତରଫରୁ ଲାଗିଛି ଦୁଇଟି ବୋର୍ଡ - ଗୋଟିଏରେ ୧୦ କିମି ଲେଖା ଯାଇଥିବାବେଳେ ଅନ୍ୟଟିରେ ଲେଖାଅଛି ୧୧ କିମି - ସୋସିଆଲ ମିଡିଆରେପ୍ରଶ୍ନ

Titlagarh, Balangir | Sep 10, 2025
ଟିଟିଲାଗଡ଼ ନିକଟସ୍ଥ ଭାଟିପଡା ଠାରୁ ଲେବେଡ଼ା ଯିବା ରାସ୍ତାର ଦୂରତା କେତେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ଦୁଇଟି ବୋର୍ଡ ପୂର୍ତ୍ତ ବିଭାଗ ପକ୍ଷରୁ ଲଗାଯାଇଛି। ଗୋଟିଏରେ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଲେବେଡା ଯାଏଁ ୧୦ କିଲୋମିଟର ଦୂରତା ଲେଖା ଯାଇଥିବାବେଳେ ଆଇ ଗୋଟିଏ ବୋର୍ଡ ରେ ଭାଟି ପଡ଼ା ଠାରୁ ଲେବେଡା ଆର ଡି ରୋଡ ୧୧ କିଲୋମିଟର ଲେଖା ଅଛି। ସୋସିଆଲ ମିଡିଆରେ ଏ ନେଇ ବିଭିନ୍ନ ପ୍ରଶ୍ନ ଉଠିବା ସହ ସମାନ ସ୍ଥାନରୁ ସମାନ ଦୂରତା ଭିତରେ ଏକ କିଲୋମିଟର ଦୂର ଅଧିକ କିପରି ଲେଖା ହେଲା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଚି।
Read More News
T & CPrivacy PolicyContact Us