Download Now Banner

This browser does not support the video element.

ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଆକ୍ରମଣ, ସିଂହଦ୍ୱାର ଥାନାରେ ଅଭିଯୋଗ, ମାମଲା ରୁଜୁ

Puri M, Puri | Jun 5, 2025
ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଆକ୍ରମଣ, ସିଂହଦ୍ୱାର ଥାନାରେ ଅଭିଯୋଗ, ମାମଲା ରୁଜୁ l ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଗୋପୀନାଥ ସାହିର ରାକେଶ କୁମାର ସିଂ l ରାକେଶ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଗତ ବୁଧବାର ବିଳମ୍ବିତ ରାତ୍ରରେ ସିଂହଦ୍ୱାର ସମ୍ମୁଖରେ ବୁଲୁଥିବା ବେଳେ ଜଣେ ବାବାଜୀ ତାଙ୍କୁ ଇଟା ମାଡ଼ କରି ରକ୍ତାକ୍ତ କରିଥିଲା l ବାବାଜୀ ଜଣକ କେନ୍ଦ୍ରାପଡା ସଦର ଥାନା ଅଂଚଳର ସୌରୀ ରାଉତ l ଅଭିଯୋଗ ପରେ ସିଂହଦ୍ୱାର ଥାନାପୁଲିସ 83/2025 ନମ୍ବର ମାମଲା ରୁଜୁ କରାଯାଇଛି l
Read More News
T & CPrivacy PolicyContact Us