This browser does not support the video element.
ପାଟଣାଗଡ: ମାଳପଡା ରେ ଗାଧୋଇବାକୁ ଯାଇ ବଜ୍ରାଘାତ ରେ ଦୁଇ ଯୁବକ ଙ୍କ ମୃତ୍ୟୁ
Patnagarh, Balangir | Sep 22, 2025
ବେଲପଡା ଥାନା ଅନ୍ତର୍ଗତ ବାଗଦୋର ପଞ୍ଚାୟତ ଅନ୍ତର୍ଗତ ମାଳପଡା ଗ୍ରାମର ଟିକେଧର ମାଝି ଏବଂ ତାଙ୍କର ସମ୍ପର୍କୟୀ ଖପ୍ରାଖୋଲ ଥାନା ଅନ୍ତର୍ଗତ ସାହାଜପାଣି ର ଦିଲ୍ଲୀପ ମାଝୀ ଙ୍କ ସହ ଗ୍ରାମ ପୋଖରୀ କୁ ସୋମବାର ମଧ୍ୟାହ୍ନ ରେ ଗାଧୋଇବାକୁ ଯାଇଥିଲେ ।ବର୍ଷା ହେବାରୁ ଗଛ ତଲେ ଲୁଚି ଥିବା ବେଳେ ବଜ୍ରାଘାତ ହେବାରୁ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।ପୋଲିସ ଘଟଣାର ଖବର ପାଇଁ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଶବବ୍ୟାବଛେଦପାଇଁ ବେଲପଡା ପଠାଇଛି ।