Download Now Banner

This browser does not support the video element.

ଉମରକୋଟ: ରାଇଘର ହନୁମାନ ମନ୍ଦିର ସମ୍ମୁଖ ରେ ରାହୁଲ ଗାନ୍ଧି ଙ୍କ କୁଶପୁତ୍ତଳିକା ଦାହ

Umarkote, Nabarangpur | Jul 5, 2024
ହିନ୍ଦୁ ଙ୍କୁ ହିଂସ୍ର କହିବା ଘଟଣା;ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କଲେ ହିନ୍ଦୁ ସଙ୍ଗଠନ ଓ ବିଜେପି କର୍ମୀ ହିନ୍ଦୁ ମାନଙ୍କୁ ହିଂସ୍ର କହିବା ପଡ଼ିଲା ମହଙ୍ଗା , ଚାରିଆଡୁ ରାହୁଲ ଗାନ୍ଧୀ ଙ୍କୁ ବିରୋଧ।ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ହନୁମାନ ମନ୍ଦିର ସମ୍ମୁଖ ରେ ଅପରାହ୍ନ ୪.୩୦ ସମୟ ରେ ରାଇଘର ବିଜେପି ଓ ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ରାହୁଲ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
Read More News
T & CPrivacy PolicyContact Us