Download Now Banner

This browser does not support the video element.

ସୁନ୍ଦରଗଡ ସହର: ଝୁରିମାଲ ସାମୁହିକ ନୂଆଁଖାଇ ପର୍ବରେ ମୁଖ୍ୟ ଅତିଥି ଭାବେ ସଦର ବିଧାୟକ ଯୋଗ ଦେଇ ଏକତା ଓ ସହ ଭାଗିତାର ବିରଳ ଦୃଷ୍ଟାନ୍ତ ସୃଷ୍ଟି କଲେ

Sundargarh Town, Sundargarh | Aug 28, 2025
ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୂଆଁଖାଇ। ଏହି ଅବସରରେ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ସବୁଠାରେ ନୂଆଁଖାଇର ଉତ୍ସବ, ଗନ୍ଧ ଓ ବସ। ଆଉ ସେହିଥିରେ ସୁନ୍ଦରଗଡ଼ ବାସୀ ଆଜି ଝୁମିଛନ୍ତି। ସେହି କ୍ରମରେ ଆଜି ଲେଫ୍ରିପଡ଼ା ବ୍ଲକ୍ ଝୁରିମାଲ ଗାଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଗାଁ ଗୋଟାକ ଏକ ସ୍ଥଳରେ ରୁଣ୍ଡ ହେବା ସହ ଆରାଧ୍ୟ ଦେବୀଙ୍କୁ ନବାନ୍ନ ଅର୍ପଣ କରି ନୂଆଁ ଖାଇ ପାଳିଛନ୍ତି। ଗୋଟିଏ ସ୍ଥାନରେ ବସି ସାରା ଗାଁର ସମସ୍ତ ପରିବାର ନବାନ୍ନ ଖାଇଛନ୍ତି। ମଉଜ ମଜଲିଶ କରିଛନ୍ତି। ନିଜ ମଧ୍ୟରେ ଭାଇଚାରା , ଏକତା କୁ ବାନ୍ଧି ରଖିଛନ୍ତି। ଗୋଟିଏ ନୁହେଁ କି ଦୁଇଟି ନୁହେଁ ଗାଁ ଗୋଟାକାର
Read More News
T & CPrivacy PolicyContact Us