Download Now Banner

This browser does not support the video element.

ଅନୁଗୋଳ: ଗୁରଙ୍ଗ ଗ୍ରାମରେ ସାପ କାମୁଡାରେ ଜଣେ ଗୁରୁତର

Anugul, Angul | Oct 1, 2025
ଜିଲ୍ଲାରେ ଦିନକୁ ଦିନ ସାପ କାମୁଡାରେ ଅଧିକାଂଶ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ ଲୋକ ଗୁରୁତର ହେଉଛନ୍ତି।ସରକାରଙ୍କ ପକ୍ଷରୁ ଯେତେ ସଚେତନ କଲେ ମଧ୍ଯ କେହି ଶୁଣୁ ନାହାନ୍ତି। ଆଜି ମଧ୍ୟ ସାପ କାମୁଡାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ଖବର ଅନୁସାରେ ଗୁରଙ୍ଗ ଗ୍ରାମର ଗୁଜା ବେହେରାଙ୍କ ପୁଅ ସଞ୍ଜୟ ବେହେରାଙ୍କୁ ଆଜି ସକାଳ ୯ଟା ବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକ ଗୁରୁତର ଅବସ୍ଥାରେ ଏକ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
Read More News
T & CPrivacy PolicyContact Us