Install App
sambalpurupdate
This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଠେଲକୋ ଲୋଇ ପୋଲିସ ଦ୍ବାରା ସପ୍ତାହିକ ମାର୍କେଟ ରୁ ରୁ ନିଶା କଫ ସିରଫ, କାର ଓ ସ୍କୁଟି ଜବତ,2 ଗିରଫ
Sambalpur M, Sambalpur | Aug 27, 2025
ଠେଲକୋ ଲୋଇ ପୋଲିସ ଦ୍ବାରା ସପ୍ତାହିକ ମାର୍କେଟ ରୁ ରୁ ନିଶା କଫ ସିରଫ ଜବତ | 2 ଗିରଫ ମିଳିଥିବା ସୂଚନା ଅନୁସାରେ 26ତାରିଖ ରାତି ସପ୍ତାହିକ ମାର୍କେଟରେ ନିଶା କାରବାର ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା l 42 ବୋତଲ କଫ ନିଶା କଫ ସିରଫ 8 ଲୁଜ ବୋତଲ ଗୋଟିଏ କାର ଓ ସ୍କୁଟି ଜବତ କରିଥିଲା l ଦୁଇ ଯୁବକ ହେଲେ ସମ୍ବଲପୁର ସାଗର ନାଏକ, ଝାରସୁଗୁଡା ର ପ୍ରଦୀପ ପୋଡ଼ l
Share
Read More News
T & C
Privacy Policy
Contact Us
Your browser does not support JavaScript!