This browser does not support the video element.
ରେଢାଖୋଲ: ଡଇଁଚା ଠାରେ ଗ୍ରୀଡ ପ୍ରତିଷ୍ଠା ପାଇଁ ବ୍ଳକ କାର୍ଯ୍ୟାଳୟରେ ପ୍ରକଳ୍ପ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କଲେ ଅଞ୍ଚଳବାସୀ
Rairakhol, Sambalpur | Aug 25, 2025
ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଡଇଁଚା ଠାରେ ନୂତନ ଗ୍ରୀଡ ପ୍ରତିଷ୍ଠା ପାଇଁ ସୋମବାର ଅପରାହ୍ନରେ ରେଢ଼ାଖୋଲ ବ୍ଳକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାର ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଗତ ରବିବାର 33 kv ବିଦ୍ୟୁତ ତାର କୁ ଫୋଲଟ କରି ବିଦୁତ ବିଛିନ୍ନ କରି ପ୍ରତିବାଦ କରିଥିଲେ । ନlକଟିଦେଉଳ ବ୍ଳକ ର 4 ଖଣ୍ଡ ପଞ୍ଚଯାତ ଡ଼ଇଞ୍ଚା, ଶିମିଳିପାଳ, ଘୁଷୁରାମାଲ, ଗୋଗୁଆ ବାସୀ ପ୍ରତିବାଦ କରିଥିଲେ l