This browser does not support the video element.
ନର୍ଲା: ୫୯ ନମ୍ବର ଏନ୍ ଏଚ ସ୍ଥିତ ଅଲାପାଲି ଛକରେ ୬୩ କେଜି ଗଞ୍ଜେଇ ବୋଝେଇ ଭ୍ୟାନ ସହିତ ଜଣେ ଗିରଫ।
Narala, Kalahandi | Sep 7, 2025
ପୁଣି ମ ରାମପୁର ଅବକାରୀ ବିଭାଗ କୁ ମିଳିଛି ବଡ ସଫଳତା। ସୁଚନା ଅନୁଯାୟୀ କୌଣସି ଏକ ସୁତ୍ର ଅବକାରୀ ବିଭାଗ ଖବର ପାଇ ପୂର୍ବ ଯୋଜନା ମୁତାବକ ୫୯ ନମ୍ୱର ଜାତୀୟ ରାଜ ପଥ ନୁନପୁର ଛକରେ ଅବକାରୀ ବିଭାଗ ଅଧିକାରୀ ଦେବାଶିଷ ଶ୍ରୀ ଧର ଙ୍କ ନେତୃତ୍ୱରେ ଛକି ରହିଥିଲେ। ହେଲେ ଓଡି ୦୨ - ୫୬୩୪ ସୁଜୁକି ଇଇସିଓ ନମ୍ବର ଭେନ ଟି ବାଲିଗୁଡା ପଟୁ କେସିଙ୍ଗା ରେଳଓ୍ବେ ଷ୍ଟେସନ କୁ ଯାଉଥିବା ଭ୍ୟାନ କୁ ପିଛା କରି ୫୯ ନମ୍ବର ଜାତୀୟ ରାଜପଥ ଅଳାଁପାଲି ଛକରେ ୬୩କେଜୀ ଗଂଜେଇ ଭର୍ତ୍ତି ପିକ ଅପ ଭ୍ୟାନ ସହିତ ଜଣେ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି ଥିବା ସୁଚନା।